ବାଣ୍ଟିଲେନି, ପାଣିରେ ପଡ଼ିଲା ୧୦ କୋଟି !

  • Published: Thursday, 12 October 2023
  • , Updated: 12 October 2023, 12:24 PM IST

ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’ । ଘୋଷଣାର ୮ ମାସ ପରେ ବି ତିଆରି ହୋଇପାରିଲା ନାହିଁ SOP । ସ୍ମାର୍ଟ ସିଟିର ୨୪ଟି ପ୍ରକଳ୍ପରୁ `ମୋ ସାଇକେଲ’ ଥିଲା ଗୋଟିଏ ପ୍ରକଳ୍ପ । ଶହ ଶହ ୟାର୍ଡରେ ପଡ଼ିଛି ଅଚଳ ସାଇକେଲ, ଉଡ଼ିଯାଇଛି ବାରକୋଡ୍। କେନ୍ଦ୍ର ଓ ରାଜ୍ୟର ଅଧା-ଅଧା ଅନୁଦାନରେ ହୋଇଥିଲା ସ୍ମାର୍ଟସିଟି ପ୍ରୋଜେକ୍ଟ।

Related story