Advertisment

ନନ୍ଦନକାନନକୁ ଆସିଲେ ନୂଆ ଅତିଥି; ହାଇଦ୍ରାବାଦରୁ ଅଣାଯାଇଛି ୨ୱାଲାବି ଓ ୨ ଲିଭିଂଷ୍ଟୋନ

୩୫ ବର୍ଷ ପରେ ନନ୍ଦନକାନନକୁ ଆସିଛନ୍ତି ଦୁଇଟି ୱାଲାବି।

author-image
Tapaswini Nayak
Nandankanan

Nandankanan

ନନ୍ଦନକାନନକୁ ଆସିଛନ୍ତି ୪ନୂଆ ଅତିଥି। ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।

Advertisment

ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ
ରଖାଯାଇଛି।

ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ।। ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆଜନ୍ତୁଙ୍କୁ ଦେଖିପାରିବେ।

Advertisment
Bhubaneswar