Advertisment

ଅସ୍ଥାୟୀ ବ୍ୟାରିକେଡ ନାଁରେ କୋଟିଏ 60 ଲକ୍ଷ ଚଳୁ !

ସୁବିଧାରେ ଭକ୍ତଙ୍କ ଜଗା ଦର୍ଶନ ପାଇଁ କରାଯାଇଥିଲା ବାଉଁଶ ବ୍ୟାରିକେଡ୍ ।

author-image
Manoj Swain

ସୁବିଧାରେ ଭକ୍ତଙ୍କ ଜଗା ଦର୍ଶନ ପାଇଁ କରାଯାଇଥିଲା ବାଉଁଶ ବ୍ୟାରିକେଡ୍ । ସରକାର ଏବଂ ପ୍ରଶାସନକୁ ଏହି ସୁବିଧା ପାଇଁ ଭକ୍ତମାନେ ଧନ୍ୟବାଦ୍ ଦେଇଥିଲେ। ହେଲେ ଏହି ବ୍ୟାରିକେଡ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri