TO-LET ମାରିଲେ ସାବଧାନ, ୫୦ ହଜାର ଫାଇନ

  • Published: Wednesday, 13 December 2023
  • , Updated: 13 December 2023, 12:01 PM IST

ରାଜଧାନୀର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରିଲେ ସାବଧାନ। କାରଣ ରାଜଧାନୀରେ ଏଭଳି TO-LET ବିଜ୍ଞାପନ ଲଗାଇଥିବାରୁ ହଜାରେ ନୁହେଁ କି ୨ହଜାର ନୁହଁ ତିନି ସଂସ୍ଥାରୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ବିଏମସି । ଏହାକୁ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି।

Related story