Advertisment

କଟକ ଡିଅର ପାର୍କରେ ରହିବେ ୧୦,୨୦ ହରିଣ

ଡିଅର ପାର୍କ ରେ ୧୦ ରୁ ୨୦ ଟି ହରିଣ ରହିବେ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।

Cuttack

Cuttack

Advertisment

କଟକ ତୁଳସୀପୁର ସ୍ଥିତ ହରିଣ ପାର୍କ ରେ ସମସ୍ତ ହରିଣ ମାନଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଏ ନେଇ କଟକ ମେୟର ସୁବାଷ ସିଂ ସୂଚନା ଦେଇଛନ୍ତି।

Advertisment

ଡିଅର ପାର୍କ ରେ ୧୦ ରୁ ୨୦ ଟି ହରିଣ ରହିବେ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆବଶ୍ୟକୀୟ କାଗଜପତ୍ର ଯେଉଁ ଯେଉଁ ବିଭାଗ ପକ୍ଷରୁ ଦରକାର ପଡ଼ିବ ତାହା ଅଣାଯିବ।

କଟକ ର ଐତିହ୍ୟ କୁ ଗୁରୁତ୍ୱ ଦିଆଯାଇ କିଛି ହରିଣକୁ ସେହି ସ୍ଥାନରେ ରଖିବାକୁ ନିଷ୍ପତି ନିଆଯାଇଛି। ହରିଣ ପାର୍କ ର ଲାଇସେନ୍ସ ବହୁ ପୂର୍ବରୁ ରଦ୍ଦ ହୋଇସାରିଛି। ସ୍ଥାନଭାବ ଓ ଅଧିକ ହରିଣ ହୋଇଯିବାରୁ ହରିଣ ମାନଙ୍କୁ ଚନ୍ଦକା ଅଭୟାରଣ୍ୟ ର ଏକ ସ୍ୱତନ୍ତ୍ର ଇଂକ୍ଲୋଜରକୁ ସ୍ଥାନାନ୍ତର କରାଯାଉଛି। ବର୍ତମାନ ସୁଦ୍ଧା ୧୦୦ରୁ ଅଧିକ ହରିଣଙ୍କୁ ଚନ୍ଦକାକୁ ସ୍ଥାନାନ୍ତର କରାଯାଇ ସାରିଲାଣି।

Advertisment
Cuttack Deer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe