ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ।

puri theatrer

ସାମ୍ବାଦିକ ସମ୍ମିଳନୀ

Tapaswini Nayak
  • Published: Thursday, 21 March 2024
  • Updated: 21 March 2024, 08:03 AM IST

Sports

Latest News

ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ।

ଦିନକୁ ଦିନ ନାଟକ ପ୍ରତି ଦର୍ଶକଙ୍କ ବିମୁଖତା ଯୋଗୁଁ ନାଟକ ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି। ସରକାର ନାଟକ ପରିବେଷଣକୁ ନେଇ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଓଡ଼ିଶାର କଳା ସଂସ୍କୃତି ବଞ୍ଚି ରହିବା ସହିତ ଅନେକ କଳାକାର ସୃଷ୍ଟି ହୋଇ ପାରିବେ ବୋଲି ରଙ୍ଗଶାଳା ପକ୍ଷରୁ କୁହାଯାଇଛି।

Also Read

ରଙ୍ଗଶାଳା ନିର୍ଦ୍ଦେଶକ ବିକ୍ରମ କୁମାର୍ ସାହୁ, ଏହିସବୁ ନାଟକ ସମାଜକୁ ବାର୍ତ୍ତା ଦେବ। ଏହା ଶିଖଣୀୟ ନାଟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story