Advertisment

ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ।

puri theatrer

puri theatrer

Advertisment

ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ।

Advertisment

ଦିନକୁ ଦିନ ନାଟକ ପ୍ରତି ଦର୍ଶକଙ୍କ ବିମୁଖତା ଯୋଗୁଁ ନାଟକ ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି। ସରକାର ନାଟକ ପରିବେଷଣକୁ ନେଇ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଓଡ଼ିଶାର କଳା ସଂସ୍କୃତି ବଞ୍ଚି ରହିବା ସହିତ ଅନେକ କଳାକାର ସୃଷ୍ଟି ହୋଇ ପାରିବେ ବୋଲି ରଙ୍ଗଶାଳା ପକ୍ଷରୁ କୁହାଯାଇଛି।

ରଙ୍ଗଶାଳା ନିର୍ଦ୍ଦେଶକ ବିକ୍ରମ କୁମାର୍ ସାହୁ, ଏହିସବୁ ନାଟକ ସମାଜକୁ ବାର୍ତ୍ତା ଦେବ। ଏହା ଶିଖଣୀୟ ନାଟକ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe