ଆଇଆଇଏମସି ଢେଙ୍କାନାଳ ଛାତ୍ରୀ ସୌମ୍ୟାଙ୍କୁ ନ୍ୟାୟ | Odisha Reporter
ଦିଲ୍ଲୀରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି ଦିଲ୍ଲୀର ସାକେତ କୋର୍ଟ। ମାମଲାରେ ସଂପୃକ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ଅଜୟ କୁମାର, ବଲଜିତ ମଲ୍ଲିକ ଓ ଅଜୟ ସେଠୀକୁ କୋର୍ଟ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ, ହତ୍ୟା, ଲୁଟପାଟ୍ ଭଳି ଦଫା ବଳରେ ଦୋଶୀ ସାବ୍ୟସ୍ତ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
