Advertisment

ଆଇଆଇଏମସି ଢେଙ୍କାନାଳ ଛାତ୍ରୀ ସୌମ୍ୟାଙ୍କୁ ନ୍ୟାୟ

ଦିଲ୍ଲୀରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି ଦିଲ୍ଲୀର ସାକେତ କୋର୍ଟ।

Advertisment

ଦିଲ୍ଲୀରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି ଦିଲ୍ଲୀର ସାକେତ କୋର୍ଟ। ମାମଲାରେ ସଂପୃକ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ଅଜୟ କୁମାର, ବଲଜିତ ମଲ୍ଲିକ ଓ ଅଜୟ ସେଠୀକୁ କୋର୍ଟ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ, ହତ୍ୟା, ଲୁଟପାଟ୍ ଭଳି ଦଫା ବଳରେ ଦୋଶୀ ସାବ୍ୟସ୍ତ କରିଛନ୍ତି।

Advertisment
Odisha Journalist Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe