ଆଖି ବୁଜିଲେ ଆଉ ୨ଶିଶୁ; ଡିପ୍‌ଥେରିଆ ଆଶଙ୍କା

ଜିଲ୍ଲାରେ ଡିପଥେରିଆ କାୟା ବିସ୍ତାର କରୁଥିବା ବେଳେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି।

Baby

Representational Image

Tapaswini Nayak
  • Published: Friday, 28 June 2024
  • Updated: 28 June 2024, 09:25 AM IST

Sports

Latest News

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଖି ବୁଜିଲେ ଆଉ ୨ ଶିଶୁ। ଏହି ୨ ଶିଶୁଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚି। ଜଣେ ୫ ବର୍ଷର ଶିଶୁ ନାରାୟଣପୁର ମେଡିକାଲରେ ଆଖି ବୁଜିଥିବା ବେଳେ ଆଉ ଜଣଙ୍କର ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଛି। 

କେଉଁ ରୋଗ ଯୋଗୁ ପିଲାମାନଙ୍କ ମୃତ୍ୟୁ ଘଟୁଛି ତାର କାରଣ ଜଣାପଡ଼ି ନଥିବା ବେଳେ ଶିଶୁଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।ଜିଲ୍ଲାରେ ଡିପଥେରିଆ କାୟା ବିସ୍ତାର କରୁଥିବା ବେଳେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି।

ମୃତକ ଶିଶୁଙ୍କ ପରିବାର ଲୋକେ କହିଛନ୍ତି, ପିଲାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ପରେ ତଣ୍ଟି ଫୁଲିଥିଲା। ତା’ପରେ ମୋ ପିଲା ଗୁରୁତର ହୋଇପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story