Advertisment

ପ୍ରଶାସନକୁ ଦାଦନ ଚିନ୍ତା, ପୁଲିସକୁ ମାଓ ଚ୍ୟାଲେଞ୍ଜ୍

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ପରେ, ତତ୍ପର ରାଜ୍ୟ ନିର୍ବାଚନ କମିଶନ ଏବଂ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ।

Advertisment

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ପରେ, ତତ୍ପର ରାଜ୍ୟ ନିର୍ବାଚନ କମିଶନ ଏବଂ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ। ଆସନ୍ତା ମେ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ଭୋଟଦାନକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ସମସ୍ତ ପ୍ରମୁଖ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡାକି, ଆଲୋଚନା କରିଛନ୍ତି ଜିଲ୍ଳାପାଳ ଓ ଏସ୍.ପି। ନିର୍ବାଚନରେ ଖର୍ଚ୍ଚ, ଡାକବାଜି ଯନ୍ତ୍ରର ବ୍ୟବହାର, ସାମାଜିକ ଗଣମାଧ୍ୟମରେ କଣ କଣ ବାରଣ ରହିଛି ଏପରି ଅନେକ କଟକଣାକୁ ନେଇ ଦଳର କର୍ମକର୍ତ୍ତାଙ୍କ ସହିତ ପ୍ରଶାସନର ଆଲୋଚନା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe