Advertisment

5 ବର୍ଷରେ ଫେରିଛି 228 ଶ୍ରମିକଙ୍କ ଶବ !

ରାଜ୍ୟ ଭିତରେ ଯଥେଷ୍ଟ ରୋଜଗାର ସୁଯୋଗ ନଥିବାବେଳେ ଅନେକ ସମୟରେ ସେମାନେ ବାହାରେ ଶୋଷଣର ଶିକାର ହେଉଛନ୍ତି।

author-image
Manoj Swain

ଦାଦନ ବା ଅତ୍ୟନ୍ତ କମ ଆୟ ପାଇଁ ଦେଶ ବିଦେଶ ଯାଅ, ଶବ ହୋଇ ଫେର ! 5 ବର୍ଷରେ ଅନ୍ୟ ରାଜ୍ୟରୁ 197 ଶ୍ରମିକ ଓ ବିଦେଶରୁ 31 ଶ୍ରମିକଙ୍କ ଶବ ଫେରିଛି । ରାଜ୍ୟ ଭିତରେ ଯଥେଷ୍ଟ ରୋଜଗାର ସୁଯୋଗ ନଥିବାବେଳେ ଅନେକ ସମୟରେ ସେମାନେ ବାହାରେ ଶୋଷଣର ଶିକାର ହେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Migrant Labour Death