5 ବର୍ଷରେ ଫେରିଛି 228 ଶ୍ରମିକଙ୍କ ଶବ! | Odisha Reporter
Advertisment
ଦାଦନ ବା ଅତ୍ୟନ୍ତ କମ ଆୟ ପାଇଁ ଦେଶ ବିଦେଶ ଯାଅ, ଶବ ହୋଇ ଫେର ! 5 ବର୍ଷରେ ଅନ୍ୟ ରାଜ୍ୟରୁ 197 ଶ୍ରମିକ ଓ ବିଦେଶରୁ 31 ଶ୍ରମିକଙ୍କ ଶବ ଫେରିଛି । ରାଜ୍ୟ ଭିତରେ ଯଥେଷ୍ଟ ରୋଜଗାର ସୁଯୋଗ ନଥିବାବେଳେ ଅନେକ ସମୟରେ ସେମାନେ ବାହାରେ ଶୋଷଣର ଶିକାର ହେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us