Advertisment

କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୨୭୬ ହରିଣ

କଟକ ଡିୟର ପାର୍କରୁ ଚନ୍ଦକା ଭରତପୁର ଓ ଅମ୍ବିଲୋକୁ ସ୍ଥାନାନ୍ତର ହୋଇଛନ୍ତି ୨୭୬ଟି ହରିଣ।

Dear

Dear

Advertisment

କଟକ ଡିୟର ପାର୍କରୁ ଚନ୍ଦକା ଭରତପୁର ଓ ଅମ୍ବିଲୋକୁ ସ୍ଥାନାନ୍ତର ହୋଇଛନ୍ତି ୨୭୬ଟି ହରିଣ। ତେବେ ସେମାନଙ୍କ ମଧ୍ୟରୁ ୨ଟି ହରିଣଙ୍କର ମୃତ୍ୟୁ ହୋଇଛି।

Advertisment

ହରିଣଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା। ସେ କହିଛନ୍ତି, ଯେହେତୁ ହରିଣଗୁଡ଼ିକ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର ହୋଇଛନ୍ତି, ସେମାନେ ସକ୍ ରେ ଅଛନ୍ତି। ସେମାନଙ୍କୁ ଖାଦ୍ୟରେ ଆଣ୍ଟିଷ୍ଟ୍ରେସ ମେଡିସିନ୍ ଦିଆଯାଉଛି। ସେମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଗ୍ରହଣ କରୁଛନ୍ତି।

ସେ ଆହୁରି କହିଛନ୍ତି, ନନ୍ଦନକାନନ ଡାକ୍ତର ଓ ଭେଟେନାରୀ ପ୍ରଫେସରଙ୍କ ଦ୍ୱାରା ସେମାନଙ୍କର ଚିକିତ୍ସା ଚାଲିଛି। କେବଳ ଦୁଇଟି ହରିଣଙ୍କ ମୃତ୍ୟୁ ହୋଇଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe