Advertisment

4,475 ପରିବାରକୁ ମିଳିନି କୋଭିଡ୍ ସହାୟତା !

କରୋନା ମହାମାରୀ ଅପସରି ଯାଇଛି । ଆବେଦନ ପରେ ବି ମିଳିନି 50 ହଜାର ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା।

author-image
Manoj Swain
ଅଦ୍ୟତନ ହୋଇଛି

କରୋନା ମହାମାରୀ ଅପସରି ଯାଇଛି । ହେଲେ ଆବେଦନ ପରେ ବି ମିଳିନି 50 ହଜାର ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା। ବଲାଙ୍ଗିରର ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ କରିଥିବା ଆବେଦନରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଛି ଏଭଳି ତଥ୍ୟ।

Advertisment
Odisha Balangir RTI Covid Management