କରୋନା ମହାମାରୀ ଅପସରି ଯାଇଛି । ହେଲେ ଆବେଦନ ପରେ ବି ମିଳିନି 50 ହଜାର ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା। ବଲାଙ୍ଗିରର ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ କରିଥିବା ଆବେଦନରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଛି ଏଭଳି ତଥ୍ୟ।