ଏନକାଉଣ୍ଟରରେ ୪ ନକ୍ସଲ ନିହତ

ଛତିଶଗଡ଼ ବିଜାପୁରରେ ହୋଇଛି ଏନକାଉଣ୍ଟର

Naxals

Representational Image

Biswajit Samal
  • Published: Tuesday, 27 February 2024
  • Updated: 27 February 2024, 04:46 PM IST

ଏନକାଉଣ୍ଟରରେ ୪ ନକ୍ସଲ ନିହତ। ଛତିଶଗଡ଼ ବିଜାପୁରରେ ହୋଇଛି ଏନକାଉଣ୍ଟର। ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନକାଉଣ୍ଟର ହୋଇଛି।

Also Read

୫୦ ନକ୍ସଲ ଏକାଠି ନକ୍ସଲ ଉନ୍ନୟନ ମୂଳକ କାମ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ସ୍ପେସାଲ ଟାସ୍କ ଫୋର୍ସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ମାଓବାଦୀ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos