Naxals
Advertisment
ଏନକାଉଣ୍ଟରରେ ୪ ନକ୍ସଲ ନିହତ। ଛତିଶଗଡ଼ ବିଜାପୁରରେ ହୋଇଛି ଏନକାଉଣ୍ଟର। ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନକାଉଣ୍ଟର ହୋଇଛି।
Advertisment
୫୦ ନକ୍ସଲ ଏକାଠି ନକ୍ସଲ ଉନ୍ନୟନ ମୂଳକ କାମ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ସ୍ପେସାଲ ଟାସ୍କ ଫୋର୍ସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ମାଓବାଦୀ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naxals_1709032601.jpeg)