Advertisment

ହାଇକୋର୍ଟରେ 40 ପ୍ରତିଶତ ପଦ ଖାଲି !

ସୁପ୍ରିମକୋର୍ଟରେ ଅଛନ୍ତି 34ରୁ 34 ବିଚାରପତି । ମାତ୍ର ଓଡ଼ିଶା ହାଇକୋର୍ଟରେ 40% ବିଚାରପତି ପଦ ଖାଲି ।

author-image
Manoj Swain

ସୁପ୍ରିମକୋର୍ଟରେ ଅଛନ୍ତି 34ରୁ 34 ବିଚାରପତି । ମାତ୍ର ଓଡ଼ିଶା ହାଇକୋର୍ଟରେ 40% ବିଚାରପତି ପଦ ଖାଲି । ରହିବା କଥା- 24 ସ୍ଥାୟୀ ବିଚାରପତି, 9 ଅତିରିକ୍ତ ବିଚାରପତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Highcourt