ଦାମଙ୍କ ଆର ଜନ୍ମ ଦେଖିଦେଲେ ପାଣ୍ଡିଆନ୍... | Odisha Reporter
ଭିକେ ପାଣ୍ଡିଆନଙ୍କୁ ଏକ ଆଚମ୍ବିତ କଥା କହିଲେ ସମ୍ବିତ ରାଉତରାୟ । ଦାମ ରାଉତଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ତେବେ ବାପା ଦାମ ରାଉତଙ୍କ ଦଶାହରେ ଘଟିଥିବା ଏକ ଅଲୌକିକ କାହାଣୀକୁ ବଖାଣିଲେ ସମ୍ବିତ, ମନଦେଇ ଶୁଣିଲେ ଭିକେ ପାଣ୍ଡିଆନ୍ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
