ଦାମଙ୍କ ଦଶାହ କାର୍ଯ୍ୟରେ ଘଟିଲା ଅଲୌକିକ ଘଟଣା; ପାଣ୍ଡିଆନଙ୍କୁ କଣ କହିଲେ ସମ୍ବିତ?

  • Published: Friday, 05 April 2024
  • , Updated: 05 April 2024, 12:59 PM IST

ଭିକେ ପାଣ୍ଡିଆନଙ୍କୁ ଏକ ଆଚମ୍ବିତ କଥା କହିଲେ ସମ୍ବିତ ରାଉତରାୟ । ଦାମ ରାଉତଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ତେବେ ବାପା ଦାମ ରାଉତଙ୍କ ଦଶାହରେ ଘଟିଥିବା ଏକ ଅଲୌକିକ କାହାଣୀକୁ ବଖାଣିଲେ ସମ୍ବିତ, ମନଦେଇ ଶୁଣିଲେ ଭିକେ ପାଣ୍ଡିଆନ୍ । ଦେଖନ୍ତୁ ପୂରା ରିପୋର୍ଟ। 

Related story