Advertisment

ବିଷାକ୍ତ ଛତୁ ଖାଇ ୫ ଗୁରୁତର

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇଛନ୍ତି।

Mushrooms

Mushrooms

Advertisment

ବିଷାକ୍ତ ଛତୁ ଖାଇ ୫ ଗୁରୁତର। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡ଼ା ଗାଁରେ। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇଛନ୍ତି। ଗୁରୁତର ମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମଧ୍ୟରେ ଦୁଇ ମହିଳା ତିନି ଜଣ ପୁରୁଷ ଅଛନ୍ତି।

Advertisment

ଗତକାଲି ବିଦ୍ୟାଧର ବିଲକୁ ଯାଇଥିଲେ। ବିଲରେ ଛତୁ ଫୁଟିଥିବା ଦେଖି ଘରକୁ ଆଣିଥିଲେ। ଘରେ ସେଇ ଛତୁକୁ ରୋଷେଇ କରି ଖାଇ ଥିଲେ। ଖାଇବାର କିଛିସମୟ ପରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏହାପରେ ଆକ୍ରାନ୍ତ ମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

Stuffed Mushrooms
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe