Advertisment

ଇସ୍ରାଏଲ ଯୁଦ୍ଧରେ ଫଶିଛନ୍ତି ଓଡିଆ

ଇସ୍ରାଏଲ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭୟଭୀତ ନ ହେବାକୁ କୁହାଯିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।

author-image
Manoj Swain

ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧ ଭିତରେ ଓଡିଶା ପାଇଁ ଆସିଛି ଚିନ୍ତାଜନକ ଖବର। ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ମିଳୁନି ଖାଦ୍ୟ କି ପାଣି, ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭୟଭୀତ ନ ହେବାକୁ କୁହାଯିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।

Advertisment
Odisha Israel War Israel-Palestine War