ଇସ୍ରାଏଲ ଯୁଦ୍ଧରେ ଫଶିଛନ୍ତି ଓଡିଆ

  • Published: Wednesday, 11 October 2023
  • , Updated: 11 October 2023, 02:21 PM IST

ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧ ଭିତରେ ଓଡିଶା ପାଇଁ ଆସିଛି ଚିନ୍ତାଜନକ ଖବର। ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ମିଳୁନି ଖାଦ୍ୟ କି ପାଣି, ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭୟଭୀତ ନ ହେବାକୁ କୁହାଯିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।

 

Related story