ଘଣ୍ଟାଏ ବର୍ଷାରେ ପଦାରେ ପଡ଼ିଲା 5ଟି ସ୍କୁଲର ଅସଲ ଚିତ୍ର । ପୋଲ୍ ଖୋଲିଦେଲେ ସ୍ଥାନୀୟ ବାସିନ୍ଦା । 5ଟି ନାଁରେ ଶ୍ରେୟ ନେଉଥିବା ଓ ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିବା ସଚିବଙ୍କୁ କଲେ ପ୍ରଶ୍ନ । ସ୍କୁଲର ଏ ଅବସ୍ଥା ପାଇଁ କିଏ ଦାୟୀ, ଉତ୍ତର ଦିଅନ୍ତୁ ସାର୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାପା ବିକିଥିଲେ ୧୧ କ୍ୱିଣ୍ଟାଲ ଧାନ
ଫେବ୍ରୁଆରି ମାସରେ ଲାଂପସରେ 11 କ୍ବିଣ୍ଟାଲ ଧାନ ବିକିଥିଲେ ମୃତ ଯୁବତୀଙ୍କ ବାପା। ପରିବାର ଲୋକେ ବେଳେବେଳେ ଚାଉଳ ସହ ଆମ୍ବ ଟାକୁଆର ଜାଉ ଖାଉଥିଲେ।
Miscellaneous
୭ ବର୍ଷ ପରେ ଯୋଗାଣ ବିଭାଗରୁ ଭିଭି ଯାଦବ ବିଦା, ଏସଏନ ଗିରିଶ ପଂଚାୟତିରାଜ ସଚିବ
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍ ଏନ୍ ଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଦାୟିତ୍ୱ ମିଳିଛି।
Miscellaneous
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି
ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡ଼ିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ।
Miscellaneous
ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଆଜି ଭୁବନେଶ୍ୱରରରୁ କାରରେ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିଥିଲେ। ମାଣଦା ଗାଁରେ ପହଞ୍ଚି ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
Miscellaneous
ପଦ୍ମ ବିଜେତାଙ୍କୁ ମାସିକ ମିଳିବ ୩୦ ହଜାର ଟଙ୍କା
ରାଜ୍ୟରେ ବର୍ତ୍ତମାନ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ ରାଜ୍ୟ ସରକାର। ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।