‘ 5ଟି ସ୍କୁଲ ଓ ସଚିବଙ୍କୁ ଧୋଇଦେଲେ ’ | Odisha Reporter
ଘଣ୍ଟାଏ ବର୍ଷାରେ ପଦାରେ ପଡ଼ିଲା 5ଟି ସ୍କୁଲର ଅସଲ ଚିତ୍ର । ପୋଲ୍ ଖୋଲିଦେଲେ ସ୍ଥାନୀୟ ବାସିନ୍ଦା । 5ଟି ନାଁରେ ଶ୍ରେୟ ନେଉଥିବା ଓ ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିବା ସଚିବଙ୍କୁ କଲେ ପ୍ରଶ୍ନ । ସ୍କୁଲର ଏ ଅବସ୍ଥା ପାଇଁ କିଏ ଦାୟୀ, ଉତ୍ତର ଦିଅନ୍ତୁ ସାର୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
