Advertisment

‘ 5ଟି ସ୍କୁଲ ଓ ସଚିବଙ୍କୁ ଧୋଇଦେଲେ ’

ଘଣ୍ଟାଏ ବର୍ଷାରେ ପଦାରେ ପଡ଼ିଲା 5ଟି ସ୍କୁଲର ଅସଲ ଚିତ୍ର । ପୋଲ୍ ଖୋଲିଦେଲେ ସ୍ଥାନୀୟ ବାସିନ୍ଦା । 5ଟି ନାଁରେ ଶ୍ରେୟ ନେଉଥିବା ଓ ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିବା ସଚିବଙ୍କୁ କଲେ ପ୍ରଶ୍ନ ।

Advertisment

ଘଣ୍ଟାଏ ବର୍ଷାରେ ପଦାରେ ପଡ଼ିଲା 5ଟି ସ୍କୁଲର ଅସଲ ଚିତ୍ର । ପୋଲ୍ ଖୋଲିଦେଲେ ସ୍ଥାନୀୟ ବାସିନ୍ଦା । 5ଟି ନାଁରେ ଶ୍ରେୟ ନେଉଥିବା ଓ ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିବା ସଚିବଙ୍କୁ କଲେ ପ୍ରଶ୍ନ । ସ୍କୁଲର ଏ ଅବସ୍ଥା ପାଇଁ କିଏ ଦାୟୀ, ଉତ୍ତର ଦିଅନ୍ତୁ ସାର୍ । 

Advertisment
Odisha Vk Pandian 5T Secretary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe