Advertisment

ରଙ୍ଗ ବୋଳି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା !

5T ସ୍କୁଲରେ ଦୁର୍ନୀତି ହୋଇଥିବା ଅଭିଯୋଗ ।

author-image
Manoj Swain
ଅଦ୍ୟତନ ହୋଇଛି

5Tରେ ସ୍କୁଲର ରଙ୍ଗ ବଦଳିଲା, ଫଟାଫଟ୍ ସାଜସଜ୍ଜା ହେଲା, ଟାଇଲ୍ ଛପର ସାଙ୍ଗକୁ ଛାତ ପଡିଗଲା । ଫଟୋ ଉଠାଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରାଗଲା ହେଲେ ଏହାର ମାତ୍ର କେଇଟା ମାସ ପରେ ସାମ୍ନାକୁ ଆସିଛି ଅସଲ ଚିତ୍ର । 5T ରେ କାର୍ଯ୍ୟ ହୋଇଥିବା ସ୍କୁଲର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲାଇବ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha 5T Scam