5ଟି ହାଇସ୍କୁଲ, କମ୍ପ୍ୟୁଟର କି ଶିକ୍ଷକ ନାହାନ୍ତି! | Odisha Reporter
ରାଜ୍ୟରେ ୮୬୮୬ ହାଇସ୍କୁଲକୁ ୫-ଟିରେ ରୂପାନ୍ତର କରାଗଲା । ବିଧାନସଭା ତଥ୍ୟ ଅନୁଯାୟୀ ଏଥିପାଇଁ ଏପର୍ଯ୍ୟନ୍ତ ପ୍ରାୟ ୩୦୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି ହାଇସ୍କୁଲ ପିଛା ୪୫ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ଉନ୍ନତ ମାନର ବିଜ୍ଞାନାଗାର, ସ୍କାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ଭିତ୍ତିଭୂମି, ପାନୀୟ ଜଳ ଓ ପରିମଳର ବିକାଶ କରାଗଲା । ହେଲେ ଏବେ ଦେଖିବାକୁ ମିଳୁଛି ଖୋଦ୍ ରାଜଧାନୀର ଥିବା ହାଇସ୍କୁଲରେ କମ୍ପ୍ୟୁଟର ନାହିଁ କି ଶିକ୍ଷକ ନାହାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
