କେବେ ସୁଧୁରିବ ସ୍ଥିତି ? ୫-ଟି ହାଇସ୍କୁଲରେ ନାହିଁ କମ୍ପ୍ୟୁଟର

  • Published: Monday, 07 October 2024
  • , Updated: 07 October 2024, 08:49 PM IST

ରାଜ୍ୟରେ ୮୬୮୬ ହାଇସ୍କୁଲକୁ ୫-ଟିରେ ରୂପାନ୍ତର କରାଗଲା । ବିଧାନସଭା ତଥ୍ୟ ଅନୁଯାୟୀ ଏଥିପାଇଁ ଏପର୍ଯ୍ୟନ୍ତ ପ୍ରାୟ ୩୦୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି ହାଇସ୍କୁଲ ପିଛା ୪୫ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ଉନ୍ନତ ମାନର ବିଜ୍ଞାନାଗାର, ସ୍କାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ଭିତ୍ତିଭୂମି, ପାନୀୟ ଜଳ ଓ ପରିମଳର ବିକାଶ କରାଗଲା । ହେଲେ ଏବେ ଦେଖିବାକୁ ମିଳୁଛି ଖୋଦ୍ ରାଜଧାନୀର ଥିବା ହାଇସ୍କୁଲରେ କମ୍ପ୍ୟୁଟର ନାହିଁ କି ଶିକ୍ଷକ ନାହାନ୍ତି ।

Related story