ପିଲାଙ୍କୁ ମିଳିଲା ପଚା ଅଣ୍ଡା ତରକାରୀ! ୬୦ ହସ୍ପିଟାଲରେ ଭର୍ତ୍ତି

ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ । 

 Medical

ମେଡିକାଲରେ ଅସୁସ୍ଥ ଛାତ୍ରଛାତ୍ରୀ।

Niharika Rout
  • Published: Saturday, 17 August 2024
  • Updated: 17 August 2024, 01:08 PM IST

ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ। ଆଉ ତାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ଏକ ଅଭାବନୀୟ ଘଟଣା ଆଜି ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍‌ଇ ସ୍କୁଲ୍‌ରେ ଘଟିଛି।

ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ହୋଇଥିଲା। ସ୍କୁଲରେ ଆଜି ୧୩୨ ପିଲାଙ୍କ ଉପସ୍ଥାନ ପଡ଼ିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଦିଆଯାଇଥିଲା।

ମାତ୍ର ଭୋଜନ ଖାଇ ସାରିବାର କିଛି ସମୟ ପରେ ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ତୁରନ୍ତ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ପ୍ରଥମେ ପିଲାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Also Read

ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବାବେଳେ ପିଲାଙ୍କୁ ପଚା ଅଣ୍ଡା ଦିଆଯାଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅଭିଯୋଗ କରିଛନ୍ତି। 

ଏନେଇ ଝାରସୁଗୁଡ଼ା ବିଆରସିସି ରବୀନ୍ଦ୍ର ସାହୁ କହିଛନ୍ତି, ପିଲାଙ୍କୁ ଆଜି ଭାତ ଓ ଅଣ୍ଡା ତରକାରୀ ଦିଆଯାଇଥିଲା। ଏହାପରେ ପିଲାମାନେ ଅସୁସ୍ଥ ଥିବା ସୂଚନା ପାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବାକୁ କହିଥିଲୁ। ପିଲାମାନେ ଚିକିତ୍ସାଧୀନ ଥିବା ବେଳେ ସେମାନେ ବିପଦମୁକ୍ତ ଥିବା ଜଣାଯାଇଛି। ଅଣ୍ଡା ଟିକେ ଦୁର୍ଗନ୍ଧ ହେଉଥିବା ବେଳେ ତା’ ଭିତର ଭଲ ଥିବା ପିଲାମାନେ କହିଛନ୍ତି। ଘଟଣାରୁ ତଦନ୍ତ କରୁଛୁ।

ଏନେଇ ସ୍କୁଲ ଚେୟାରମ୍ୟାନ କହିଛନ୍ତି, ଅଣ୍ଡା ଖରାପ ଥିବା ସତ୍ତ୍ୱେ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା। ତେଣୁ ଫୁଡ ପଏଜନ ହୋଇଥିବା ଅନୁମାନ କରୁଛୁ। ଏହାର ତଦନ୍ତ କରି ଏଥିନିମନ୍ତେ ଦାୟୀ  କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରୁଛୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story