ସିଏଜି ରିପୋର୍ଟରେ ଫିଟିଲା ବଡ଼ ଗୁମର । ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା । କାଳିଆ ଯୋଜନାକୁ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ ଆସିଛି । ଦେଖନ୍ତୁ ପୂରା ରିପୋର୍ଟ।