Advertisment

ରାମଲାଲାଙ୍କ ପାଇଁ ୧୦୮ ଫୁଟ୍ ଲମ୍ବର ଧୂପକାଠି

୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏଇ ଧୂପକାଠି। ଏହାର ଚଉଡ଼ା ହେଉଛି ୩.୫ ଫୁଟ୍।

author-image
Biswajit Samal
Ayodhya

Ayodhya

ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ତିଆରି ହେଉଛି ୧୦୮ ଫୁଟ୍ ଲମ୍ବର ଧୂପକାଠି। ଗୁଜରାଟର ଭଦୋଦରା ତରସାଲି ଅଞ୍ଚଳରେ ଏହି ଧୂପକାଠି ତିଆରି ଚାଲିଛି।

Advertisment

୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏଇ ଧୂପକାଠି। ଏହାର ଚଉଡ଼ା ହେଉଛି ୩.୫ ଫୁଟ୍। ଜାନୁଆରୀ ୨୨ ତାରିଖ ରେ ପ୍ରଭୂ ରାମଙ୍କ ପ୍ରାଣପ୍ରତିଷ୍ଠା ଯଥେଷ୍ଟ ପୂର୍ବରୁ। ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି।

ଏଥିପାଇଁ ଜାନୁଆରୀ ପହିଲାରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ। ଏହି ଧୂପ କାଠିର ବିଶେଷତ୍ୱ ହେଉଛି। ଥରେ ଜଳିଲେ ଏଇ ଧୂପକାଠି ୪୫ ଦିନ ଯାଏଁ ଲିଭିବନି।

Advertisment
Ayodhya Ram Mandir