ପାଣ୍ଡିଆନଙ୍କ ପାଇଁ ୫୦ ବର୍ଷର ବୃକ୍ଷ ବଳି

୧୬ ତାରିଖରେ ଆସୁଛନ୍ତି 5T ସଚିବ । ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି । ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି । ଆଉ ପଡିଆ ପାର୍ଶ୍ୱରେ ଥିବା ଏକ ବିରାଟ ଚାଖୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା । ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା ।

Manoj Swain
  • Published: Saturday, 15 July 2023
  • Updated: 16 July 2023, 05:07 PM IST

Sports

Latest News

୧୬ ତାରିଖରେ ଆସୁଛନ୍ତି 5T ସଚିବ । ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି । ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି । ଆଉ ପଡିଆ ପାର୍ଶ୍ୱରେ ଥିବା ଏକ ବିରାଟ ଚାଖୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା । ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା । ଏ ହେଉଛି ରେଢାଖୋଲ କଦମ୍ବ ପଡିଆର ଦୃଶ୍ୟ । ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ଟିକେ ମୁଣ୍ଡ ଗୁଞ୍ଜନ୍ତି । ଆଜି ସେହି ବୃକ୍ଷକୁ କାଟି ପିସ ପିସ କରୁଛି ପ୍ରଶାସନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos