Advertisment

ପାଣ୍ଡିଆନଙ୍କ ପାଇଁ ୫୦ ବର୍ଷର ବୃକ୍ଷ ବଳି

୧୬ ତାରିଖରେ ଆସୁଛନ୍ତି 5T ସଚିବ । ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି । ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି । ଆଉ ପଡିଆ ପାର୍ଶ୍ୱରେ ଥିବା ଏକ ବିରାଟ ଚାଖୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା । ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା ।

ଅଦ୍ୟତନ ହୋଇଛି
Advertisment

୧୬ ତାରିଖରେ ଆସୁଛନ୍ତି 5T ସଚିବ । ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି । ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି । ଆଉ ପଡିଆ ପାର୍ଶ୍ୱରେ ଥିବା ଏକ ବିରାଟ ଚାଖୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା । ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା । ଏ ହେଉଛି ରେଢାଖୋଲ କଦମ୍ବ ପଡିଆର ଦୃଶ୍ୟ । ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ଟିକେ ମୁଣ୍ଡ ଗୁଞ୍ଜନ୍ତି । ଆଜି ସେହି ବୃକ୍ଷକୁ କାଟି ପିସ ପିସ କରୁଛି ପ୍ରଶାସନ ।

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe