/odisha-reporter/media/post_attachments/uploadimage/library/16_9/16_9_0/1_1718716733.jpeg)
Fish
ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି ଦିଶୁଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ "ଚାକୁଲି" ଓ କେହି କେହି "ଶଙ୍କର" ମାଛ ବୋଲି କହୁଛନ୍ତି।
Advertisment
ପାରାଦୀପର ଜଣେ ମାଛ ବ୍ୟବସାୟୀ ଏହାକୁ ୬୭ ହଜାର ଟଙ୍କାରେ ନିଲାମ ଧରିଛନ୍ତି। ଓଡ଼ିଶାରେ ଏହି ମାଛର ଚାହିଦା ନଥିବାରୁ ଏହାକୁ ଦୀଘା ମାର୍କେଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ପଠାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
