Advertisment

ଜାଲରେ ପଡ଼ିଲା ବିରାଟକାୟ ମାଛ, ଓଜନ ୪ କ୍ବିଣ୍ଟାଲ

ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Fish

Fish

Advertisment

ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି ଦିଶୁଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ "ଚାକୁଲି" ଓ କେହି କେହି "ଶଙ୍କର" ମାଛ ବୋଲି କହୁଛନ୍ତି।

Advertisment

ପାରାଦୀପର ଜଣେ ମାଛ ବ୍ୟବସାୟୀ ଏହାକୁ ୬୭ ହଜାର ଟଙ୍କାରେ ନିଲାମ ଧରିଛନ୍ତି। ଓଡ଼ିଶାରେ ଏହି ମାଛର ଚାହିଦା ନଥିବାରୁ ଏହାକୁ ଦୀଘା ମାର୍କେଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ପଠାଯାଇଛି।

Big Fish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe