Advertisment

ଲୁଙ୍ଗି ଖୋଲିଦେବାରୁ ବଂଚିଗଲା ଜୀବନ

ଲୁଙ୍ଗି ଖୋଲିଦେବାରୁ ଖରସ୍ରୋତା ନଦୀରେ କୁମ୍ଭୀର ମୁହଁରୁ ବଂଚି ଫେରିଛନ୍ତି ଯାଜପୁର ବ୍ଲକ ଚିତାହଟା ଗ୍ରାମର ନାରାୟଣ ନାୟକ ।

Advertisment

ଘଟଣାର ଶୀର୍ଷକ ନିହାତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ.. ଭାବୁଥିବେ ଏମିତି କଣ ଘଟିଲା ଯେ ଆମେ ଏମିତି କହୁଛୁ କିନ୍ତୁ ଘଟଣାଟି ସତ। ଲୁଙ୍ଗି ଖୋଲିଦେବାରୁ ଖରସ୍ରୋତା ନଦୀରେ କୁମ୍ଭୀର ମୁହଁରୁ ବଂଚି ଫେରିଛନ୍ତି ଯାଜପୁର ବ୍ଲକ ଚିତାହଟା ଗ୍ରାମର ନାରାୟଣ ନାୟକ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Jajpur Crocodile Attack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe