ପାଚେରୀ ଉପରେ 12 ଘଣ୍ଟା ବିତାଇଲା ବାଘ | Odisha Reporter
ଗାଁ ଭିତରେ ବୁଲୁଛି ମହାବଳ ବାଘ। ସୋଶାଲ ମିଡିଆରେ ଏହି ବାଘର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଉତ୍ତରପ୍ରଦେଶର କଲୀନଗର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ବାଘଟିକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ଏହି ବାଘକୁ ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
