Advertisment

ଗାଁ ଭିତରେ ବୁଲୁଛି ମହାବଳ ବାଘ

ବାଘକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ଏହି ବାଘଟିକୁ ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ।

Advertisment

ଗାଁ ଭିତରେ ବୁଲୁଛି ମହାବଳ ବାଘ। ସୋଶାଲ ମିଡିଆରେ ଏହି ବାଘର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଉତ୍ତରପ୍ରଦେଶର କଲୀନଗର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ବାଘଟିକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ଏହି ବାଘକୁ ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। 

Advertisment
Uttar Pradesh Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe