ସ୍କୁଲରେ ରହିବନି ‘ଫାଇଭ-ଟି’ ଚିହ୍ନବର୍ଣ୍ଣ : ତୁରନ୍ତ ହଟାଅ ଚାର୍ଟର, ନିର୍ଦ୍ଦେଶ ଦେଲେ ସରକାର

ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟୱାରୀ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ସମସ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ‘ଫାଇଭ-ଟି ଚାର୍ଟର) ବୋର୍ଡ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5-T School PhotoOR

ସ୍ମାର୍ଟ କ୍ଲାସରେ ପିଲାମାନେ ବସିଛନ୍ତି

Ordigital Desk
  • Published: Thursday, 13 June 2024
  • Updated: 13 June 2024, 10:39 PM IST

Sports

Latest News

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଅମଳରେ ସ୍କୁଲଗୁଡ଼ିକରେ ଲାଗିଥିବା ‘ଫାଇଭ-ଟି ଚାର୍ଟର’କୁ ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫାଇଭ-ଟି ଅନ୍ତର୍ଗତ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ଯ୍ୟ ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍କୁଲଗୁଡ଼ିକରୁ ‘ଫାଇଭ-ଟି’ ଚିହ୍ନବର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟୱାରୀ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ସମସ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ‘ଫାଇଭ-ଟି ଚାର୍ଟର) ବୋର୍ଡ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବଙ୍କଠୁ ଏନେଇ ନିର୍ଦ୍ଦେଶ ଆସିଛି । ତେଣୁ ସ୍କୁଲଗୁଡ଼ିକରେ ଫାଇଭ-ଟି ଚାର୍ଟରକୁ ତତ୍କାଳ ପ୍ରଭାବରୁ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଆଜି ଶ୍ରୀମତୀ ପଟ୍ଟୱାରୀ ଅବଗତ କରିଛନ୍ତି ।

Also Read

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ସରକାର ଫାଇଭ-ଟି ରୂପାନ୍ତରୀଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲଗୁଡ଼ିକର ନବୀକରଣ, ମରାମତି ଓ ସ୍ମାର୍ଟ କ୍ଲାସରୁମ୍ ଆଦି କାର୍ଯ୍ୟ କରିଥିଲେ । ଏହି ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣକୁ ବିଜେଡି ସରକାର ନିଜର ବଡ଼ ଉପଲବ୍ôଧ ଭାବେ ବିବେଚନା କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story