ଅଚ୍ୟୁତ 25 ଲକ୍ଷରେ ନେଇଗଲେ 33 କୋଟିର ଜମି ! | Achyuta Samanta | KISS Land Scam | Odisha Reporter
ରାଜଧାନୀ ଭୁବନେଶ୍ୱରରେ ୧୦ ଏକର ଜମିର ମୂଲ୍ୟ ମାତ୍ର ୨୫ ଲକ୍ଷ ଟଙ୍କା। ବିଶ୍ୱାସ ନ ହେଲେ ମଧ୍ୟ ସତ। ଏମିତି ଶାଗ ମାଛ ଦରରେ ରାଜଧାନୀର ମୂଲ୍ୟବାନ ଜମିକୁ କିସ୍ ହାତକୁ ଟେକି ଦେଇଛନ୍ତି ତତ୍କାଳୀନ ବିଜେଡି ସରକାର। ସର୍ତ୍ତ ସବୁ ପୂରଣ ହୋଇନଥିଲେ ମଧ୍ୟ ରେଗୁଲାରାଇଜେସନ୍ ପ୍ରକ୍ରିୟାକୁ ସାରି ଦେଇଥିଲେ। ଏହି ପ୍ରକ୍ରିୟା ଉପରେ ଏବେ ରୋକ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ବିଜେଡି ସରକାର ଓ ଅଧିକାରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us