୧୩ ବର୍ଷପରେ ୩ କମ୍ପାନୀର ସମ୍ପତ୍ତି ନିଲାମ !

  • Published: Wednesday, 04 September 2024
  • , Updated: 04 September 2024, 07:42 PM IST

ଓଡ଼ିଶାରେ ଚିଟଫଣ୍ଡ ଠକେଇରେ ଲକ୍ଷ ଲକ୍ଷ ଲୋକ ଠକାମିର ଶିକାର ହେବା ପରେ ଓଡ଼ିଶା ସରକାର ୧୩ ବର୍ଷ ତଳେ ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଇନ ଆଣିଥିଲେ । ଜବତ ହୋଇଥିବା ଜମିରୁ ମାତ୍ର ୪% ଜମି ନିଲାମ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Related story