ଶୁଦ୍ଧିକ୍ରିୟା ପରେ ଘରକୁ ଫେରିଲେ ବାପା

ଦୀର୍ଘ ୨୬ ବର୍ଷ ପରେ ବାପାଙ୍କୁ ପାଇଲେ ପରିବାର ଲୋକ।

father PhotoOR

ପରିବାର ସହିତ ମଝିରେ ବସିଛନ୍ତି ବଂଶୀଧର

Biswajit Samal
  • Published: Monday, 19 February 2024
  • Updated: 19 February 2024, 10:30 PM IST

Sports

Latest News

ଘରକୁ ଫେରିଲା ହଜିଲା ବାପା। ଯୁବାବସ୍ଥାରେ ଯାଇଥିଲେ, ବୃଦ୍ଧାବସ୍ଥାରେ ଫେରିଲେ। ଦୀର୍ଘ ୨୬ ବର୍ଷ ପରେ ବାପାଙ୍କୁ ପାଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ଜଗତସିଂହପୁର ଜିଲ୍ଲାର ତଳକୁସୁମାର ଗାଁର ବଂଶୀଧର ମହାନ୍ତି। ୧୯୯୮ରେ ଗୁଜୁରାଟକୁ ଦାଦନ ଖଟି ଯିବାକୁ ଘର ଛାଡ଼ିଥିଲେ। ହେଲେ ସେବେଠୁ ନା ବଂଶୀଧର ଘରକୁ ଫେରିଥିଲେ, ନା ପରିବାର ପାଖରେ ଥିଲା ଖୋଜ୍ ଖବର। ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀଙ୍କ ଆରପାରିକୁ ଚାଲି ଗଲେ।

Also Read

ବଂଶୀଧରଙ୍କର ଦୁଇ ଝିଅ ଓ ପୁଅ ସମସ୍ତେ ବିବାହ କରି ନିଜ ଘର ସଂସାର କଲେଣି। ଏପରକି ମାଆଙ୍କ ଦେହାନ୍ତ ପରେ ଏକାଠି ବାପାଙ୍କ ଶୁଦ୍ଧିକ୍ରିୟା ବି ସାରିଥିଲେ ପରିବାର ଲୋକେ। ଏବେ ହଠାତ ବଂଶୀଧର ଘରକୁ ଫେରିବା ପରେ ଘରେ ଖୁସିର ଲହରୀ ଖେଳିଯାଇଛି। ସେପଟେ ବାଷ୍ପରୁଦ୍ଧ କଣ୍ଠରେ ବଂଶୀଧର କହିଛନ୍ତି, ଗୁଜୁରାଟରେ ସେ ଏକ ପ୍ରକାର ଫସି ରହିଥିଲେ। ଯେଉଁ କମ୍ପାନୀରେ କାମ କରୁଥିଲେ। ସେଠି ଖାଇବାକୁ ମିଳୁଥିଲାକି ମଜୁରୀ ମିଳୁନଥିଲା। ହାତରେ ଟଙ୍କା ନଥିବାରୁ ସେ ଚାହିଁଲେ ମଧ୍ୟ ଘରକୁ ଫେରିପାରୁ ନଥିଲେ। ବଂଶୀଧର ଘର ଛାଡ଼ିବା ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଏବେ ତାଙ୍କୁ ୭୦ ବର୍ଷ ଟପିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story