Advertisment

ଶୁଦ୍ଧିକ୍ରିୟା ପରେ ଘରକୁ ଫେରିଲା ପୁଅ

ହିନ୍ଦୁଧର୍ମର ରୀତିନୀତି ଅନୁସାରେ ତାଙ୍କର ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ।

author-image
Manoj Swain

ଶୁଦ୍ଧିକ୍ରିୟା ସରିଥିଲା ଆଉ ସାଙ୍ଗସାଥୀ ବନ୍ଧୁ ବାନ୍ଧବ, ସମସ୍ତେ ତାଙ୍କୁ ମନରୁ ପାଶୋରି ଦେଇଥିଲେ। ଦୀର୍ଘବର୍ଷ ପର୍ଯ୍ୟନ୍ତ ପୁଅର ବାଟ ଚାହିଁ ବସିଥିଲେ କିନ୍ତୁ ଆଉ ଫେରିଲେନି। ଶେଷରେ ହିନ୍ଦୁଧର୍ମର ରୀତିନୀତି ଅନୁସାରେ ତାଙ୍କର ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ। କିନ୍ତୁ 14/15 ବର୍ଷ ପରେ ଅଚାନକ ପୁଅ ଘରେ ପହଞ୍ଚିବା ପରେ ସମସ୍ତଙ୍କଖୁସି କହିଲେ ନ ସରେ। 

Advertisment
Odisha