Advertisment

ଶ୍ରୀମନ୍ଦିରରେ ଭିଡ ଜଗିବ AI

ଚାରି ଦ୍ୱାର ଉପରେ ରହିବ ପୂରା ନଜର, ଏଣିକି ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ମିଳିବ ଶୃଙ୍ଖଳିତ ଦର୍ଶନ ।

Advertisment

ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା । ଚାରି ଦ୍ୱାର ଉପରେ ରହିବ ପୂରା ନଜର, ଏଣିକି ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ମିଳିବ ଶୃଙ୍ଖଳିତ ଦର୍ଶନ । ହେବନି ଚୋରି, ସାବାଡ ହେବେ ବିଶୃଙ୍ଖଳାକାରୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe