Advertisment

ବାଇକରେ ଲାଗିବ ହଳଦିଆ ପ୍ଲେଟ, ତେଜିଲା ବିରୋଧ

ଗରିବ ଓ ବେରୋଜଗାରୀଙ୍କ ପେଟରେ ନାତ । ଆରଟିଓ ନିୟମ ବଢାଇଲାଣି ଚିନ୍ତା।

author-image
Manoj Swain

ଗରିବ ଓ ବେରୋଜଗାରୀଙ୍କ ପେଟରେ ନାତ। ଆରଟିଓ ନିୟମ ବଢାଇଲାଣି ଚିନ୍ତା। ଅନଲାଇନ ବାଇକ ଟାକ୍ସି ସେବା ଉପରେ କଟକଣା ଲଗାଇବା ପରେ ଏବେ ଶହ ଶହ ପିଲା ଏକାଠି ହୋଇଛନ୍ତି। ଏହାକୁ ବିରୋଧ କରିଛି ଅଲ ଓଡିଶା ଅନଲାଇନ ବାଇକ ସର୍ଭିସ ଆସୋସିଏସନ।

Advertisment
Odisha Bhubaneswar RTO Guideline