ଗରିବ ଓ ବେରୋଜଗାରୀଙ୍କ ପେଟରେ ନାତ। ଆରଟିଓ ନିୟମ ବଢାଇଲାଣି ଚିନ୍ତା। ଅନଲାଇନ ବାଇକ ଟାକ୍ସି ସେବା ଉପରେ କଟକଣା ଲଗାଇବା ପରେ ଏବେ ଶହ ଶହ ପିଲା ଏକାଠି ହୋଇଛନ୍ତି। ଏହାକୁ ବିରୋଧ କରିଛି ଅଲ ଓଡିଶା ଅନଲାଇନ ବାଇକ ସର୍ଭିସ ଆସୋସିଏସନ।