ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମୁଢ଼ାପଦା ଗାଁ ବୈତରଣୀ ନଦୀବନ୍ଧରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର ହୋଇଛି। ଆଜି କିଛି ଲୋକ ନଦୀପଠାକୁ ଯାଉଥିବା ବେଳେ ମୂର୍ତ୍ତି ଗୁଡ଼ିକୁ ଅଧା ପୋତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଲୋକେ ସ୍ଥାନୀୟ ଗବେଷକ ବିଶ୍ୱମ୍ବର ରାଉତଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଗବେଷକ ବିଶ୍ୱମ୍ବର ପହଞ୍ଚି ମୁର୍ତ୍ତି ଗୁଡ଼ିକୁ ଦେଖିବା ପରେ ଏହା ପୁରାତନ ଜୈନ ମୂର୍ତ୍ତି ବୋଲି କହିଥିଲେ।
Also Read
ଉଦ୍ଧାର ହୋଇଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତା ଦେଢ଼ଫୁଟ ଓ ଚଉଡ଼ା ଏକ ଫୁଟ ହେବ। ଏହି ଜୈନ ୨୪ ତୀର୍ଥଙ୍କର ମୂର୍ତ୍ତିଟି ସପ୍ତମ କିମ୍ବା ଅଷ୍ଟମ ଶତାଦ୍ଦୀର ବୋଲି ଜଣା ପଡ଼ିଛି। ପ୍ରାଚୀନ ଶିଳା ହୋଇଥିବାରୁ ପାର୍ଶ୍ୱରୁ କିଛି କିଛି ଅଂଶ ଭାଙ୍ଗିଯାଇଥିବା ବେଳେ କେତକ ତୀର୍ଥଙ୍କର ମୁହଁ ସ୍ପଷ୍ଟ ଦେଖାଯାଉନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ; ଆସନ୍ତାକାଲି ଯିବ ପ୍ରଥମ କିସ୍ତି, ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ।
Miscellaneous
ଧାନ ଡୁଲିରେ ରଖିଥିଲେ ୧୦ ହଜାର ଟଙ୍କା; ରାତିରେ ଖାଇଗଲା ହାତୀ
ହାତୀ ପଲ ରବୀନ୍ଦ୍ରଙ୍କ ଘର ଭାଙ୍ଗିବା ପରେ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଛିନ୍ଛତ୍ର କରିଦେଇନ୍ତି। କହିବାକୁ ଗଲେ ବାବୁରାମଙ୍କ ଘରକୁ ପୂରା ଭାଙ୍ଗି ଦେଇଛନ୍ତି। ଆଉ ଘରେ ଥିବା ସବୁ ଖାଦ୍ୟଶଷ୍ୟ ଖାଇ ଦେଇଛନ୍ତି।
Miscellaneous
ଆମ୍ୱୁଲାନ୍ସରେ ଶିଶୁ କନ୍ୟା ଜନ୍ମ ଦେଲେ ଗୀତା
ଅଧ ବାଟରେ ଆମ୍ୱୁଲାନ୍ସ ଅଟକିବା ଖବର ଶୁଣି ସୁଜିତ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ତେଣୁ ସେମାନେ ଖଟିଆରେ ଗୀତାଙ୍କୁ ବସାଇ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।
Miscellaneous
ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା ।
Miscellaneous
ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା!
ପାଲେଷ୍ଟାଇନ ପତାକା ଉଡାଇବାକୁ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ରହିଥିଲା। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।