ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି; ପଟ୍ଟାଙ୍ଗି ମେଡିକାଲରୁ ବାଇକରେ ନେଇ ପଳାଇଲେ ମୃତଦେହ

ମୃତଦେହ ନେଇଯିବା ପରେ ପଟାଙ୍ଗି ପୁଲିସ ଓ ସ୍ଥାନୀୟ ବିଡ଼ିଓ ମୃତ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲେ।

Deadbody PhotoOR

ମୃତଦେହ ବାଇକ୍‌ରେ ନେବା ସମୟର ଦୃଶ୍ୟ

Tapaswini Nayak
  • Published: Friday, 25 August 2023
  • Updated: 25 August 2023, 10:41 AM IST

Sports

Latest News

ଆନ୍ଧ୍ରର ପୂର୍ବତନ ସରପଞ୍ଚ ଦାଦାଗିରି। ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଜୋର ଜବରଦସ୍ତ ପଶି ମୃତଦେହ ଉଠାଇ ନେଲେ। ଏହାସହ ଓଡ଼ିଶା ବିରୋଧୀ ନାରା ଦେବା ସହ ଖୁଲମଖୁଲା ସରକାରଙ୍କ ବ୍ୟବସ୍ଥାକୁ ବିରୋଧ କରିଥିଲେ।  ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ। 

ସୂଚନା ଅନୁସାରେ, କୋଟିଆ ପଞ୍ଚାୟତ ଉପର ଗଞ୍ଜେଇପଦର ଗାଁର ବିଶ୍ୱନାଥ ଗେମେଲଙ୍କର ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବିଶ୍ୱନାଥ ଆନ୍ଧ୍ରର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ସମ୍ପର୍କୀୟ। ଦୁର୍ଘଟଣା ପରେ ବିଶ୍ୱନାଥଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୁଲିସ ଉପସ୍ଥିତିରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇଥିଲା।

Also Read

ତେବେ ମୃତଦେହ ନେବାକୁ ମେଡିକାଲ ପକ୍ଷରୁ ଆମ୍ବୁଲାନ୍ସ ସେବା ଦେବାରେ ଟିକେ ବିଳମ୍ବ ହୋଇଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇପଡିଥିଲେ ଆନ୍ଧ୍ରର ପୂର୍ବତନ ସରପଞ୍ଚ। ପରେ ସେ ଓଡ଼ିଶା ବିରୋଧୀ ନାରା ଦେଇ ନିଜ ମୋଟର ସାଇକେଲରେ ଜୋର ଜବରଦସ୍ତ ମୃତଦେହ ଡାକ୍ତରଖାନାରୁ  ନେଇ ଯାଇଥିଲେ। ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ମୃତଦେହ ନେଇଯିବା ପରେ ପଟାଙ୍ଗି ପୁଲିସ ଓ ସ୍ଥାନୀୟ ବିଡ଼ିଓ ମୃତ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ପରିବାରକୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର କୌଣସି ପତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story