ତଡ଼ା ଖାଇଲେ ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ !

ଓଡ଼ିଶା ସୀମାକୁ ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର। ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ଆନ୍ଧ୍ରର ସ୍ବାସ୍ଥ୍ୟକର୍ମୀ ମାନେ ସଚେତନତା କାର୍ଯ୍ୟକ୍ରମ କରିଥିଲେ।

Manoj Swain
  • Published: Sunday, 15 October 2023
  • Updated: 15 October 2023, 07:36 PM IST

ଆନ୍ଧ୍ରର ଓଡ଼ିଶା ପ୍ରତି ଲୋଭ ଛାଡୁନି। କୋଟିଆ ପରେ ଗାଲିଗାବଦର ଉପରେ ଆନ୍ଧ୍ରର ରହିଛି ନଜର ? ନିକଟରେ ଓଡ଼ିଶା ସୀମାକୁ ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର। ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ଆନ୍ଧ୍ରର ସ୍ବାସ୍ଥ୍ୟକର୍ମୀ ମାନେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ଖବର ପାଇବା ପରେ ପଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ସେଠାରେ ପହଞ୍ଚି ଆନ୍ଧ୍ର ସ୍ବାସ୍ଥ୍ୟକର୍ମୀଙ୍କୁ ତାଗିଦ କରିଥିଲେ । ଆଉ ତୁରନ୍ତ ଏରିଆ ଛାଡ଼ିବା ଲାଗି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos